ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛଣ   ବିଶେଷ୍ୟ

ଅର୍ଥ : ଛଣପଟ ଗଛର ତନ୍ତୁ

ଉଦାହରଣ : ଛଣପଟରୁ ରସି, କପଡ଼ା ଆଦି ତିଆରି କରାଯାଏ

ସମକକ୍ଷ : ଛଣପଟ, ଶ୍ୱେତପୁଷ୍ପା

सनई के पौधे का रेशा।

सनई से रस्सी,कपड़े आदि बनते हैं।
श्वेतपुष्पा, सन, सनई

A plant fiber.

hemp

ଅର୍ଥ : ଯେଉଁ ଶୁଖିଲା ଧାନଆଦିର କେଣ୍ଡାରୁ ଧାନ ବାହାର କରାଯାଇଛି

ଉଦାହରଣ : ଗୋରୁ ଖଳାରେ ନଡ଼ା ଖାଉଛନ୍ତି

ସମକକ୍ଷ : ଅଗମଳା, କୁଟା, ନଡ଼ା

धान आदि के सूखे डंठल जिनमें से दाने निकाल लिए गए हों।

मवेशी खलिहान में पुआल खा रहे हैं।
पयार, पयाल, पुआल, पुराल, पुवाल, लिरुआ

Plant fiber used e.g. for making baskets and hats or as fodder.

straw

ଅର୍ଥ : ନଳିତା ଜାତୀୟ ଏକ ପ୍ରକାରର ଛୋଟ ଗଛ

ଉଦାହରଣ : ଛଣରୁ ମିଳୁଥିବା ପଟ୍ଟ, ଦଉଡ଼ିଆଦି ପ୍ରସ୍ତୁତ କରିବା କାମରେ ଆସେ

जूट की जाति का एक प्रकार का छोटा पौधा।

सनई से प्राप्त रेशे रस्सी आदि बनाने के काम आते हैं।
त्वक्सार, निशावन, माल्यपुष्प, वृहत्पुष्पी, सन, सनई