ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛଣପଟ କନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛଣପଟ କନା   ବିଶେଷ୍ୟ

ଅର୍ଥ : ଛଣପଟର ଡୋରିରେ ତିଆରି ହୋଇଥିବା ମୋଟା କନା ଯେଉଁଥିରେ ବସ୍ତା, ପରଦା, ବିଛଣା ଆଦି ତିଆରି ହୁଏ

ଉଦାହରଣ : ଆଜିକାଲି ଛଣପଟ କନାର ବସ୍ତା ବଦଳରେ ପ୍ଲାଷ୍ଟିକ ସୂତାରେ ତିଆରି ବସ୍ତା ଅଧିକ ପ୍ରଚଳିତ ହେଉଛି

सन या पटुए की डोरियों का बना हुआ मोटा कपड़ा जिससे बोरे, पर्दे, बिछावन आदि बनते हैं।

आजकल टाट की बोरियों के बदले प्लास्टिक रेशों से बनी बोरियाँ अधिक प्रचलित हैं।
टाट

Coarse fabric used for bags or sacks.

bagging, sacking