ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛକା   ବିଶେଷ୍ୟ

ଅର୍ଥ : ପଶା ଖେଳର ସେହି ଅବସ୍ଥା ଯେଉଁଥିରେ ଛଅଟି କଉଡ଼ି ବା ଛଅଟି ବିନ୍ଦୁ ଥିବା ଦାନ ଚିତ ହୋଇ ପଡ଼େ

ଉଦାହରଣ : ତାଙ୍କ ବାଜିରେ ତିନି ଥର ଛକା ପଡ଼ିଲା

पासे के खेल में वह अवस्था जिसमें छह कौड़ियाँ या पासे की छह बिन्दी वाला भाग चित्त पड़ें।

उसके दाँव में तीन बार छक्का पड़ा।
छक्का

ଅର୍ଥ : ଯେଉଁ ତାସରେ ଛଅଟି ବୁଟି ଥାଏ

ଉଦାହରଣ : ମୁଁ ରଙ୍ଗ ଛକାରେ ଟୀକାକୁ କାଟିଲି

वह ताश जिसमें छः बूटियाँ हों।

मैंने तुरुप के छक्के से एक्के को काटा।
छक्का, छक्की

A playing card or domino or die whose upward face shows six pips.

six, six-spot