ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଢ଼େଇଆ ଜାତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଢ଼େଇଆ ଜାତି   ବିଶେଷ୍ୟ

ଅର୍ଥ : ପଶୁପକ୍ଷୀମାନଙ୍କୁ ମାରି ଜୀବନ ନିର୍ବାହ କରୁଥିବା ଏକ ଜାତି

ଉଦାହରଣ : ଆଜି ମଧ୍ୟ ବ୍ୟାଧ ଜାତି ପଶୁପକ୍ଷୀମାନଙ୍କୁ ମାରି ନିଜର ପେଟ ପୋଷିବାରେ ଲାଗିଛନ୍ତି

ସମକକ୍ଷ : ବ୍ୟାଧଜାତି

पशु-पक्षियों को मारकर जीवन निर्वाह करने वाली एक जाति।

प्रतिबंध के कारण आज व्याध जाति के लोगों को अपना पेट पालना मुश्किल हो रहा है।
व्याध, व्याध जाति

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati

ଅର୍ଥ : ଯେଉଁ ଜାତି ସାଧାରଣତଃ ଗାନ-ବାଦନ, ଖେଳ-ତାମସା କରି ବା କୁସ୍ତି-କସରତ ଆଦି ଦେଖାଇ ଜୀବନ ନିର୍ବାହ କରନ୍ତି

ଉଦାହରଣ : ନାଟୁଆ ଜାତି ନିଜ ବୃତ୍ତିରୁ ଦୁରେଇ ଯାଉଛନ୍ତି

ସମକକ୍ଷ : ନାଟୁଆ ଜାତି

एक जाति जो प्रायः गा-बजाकर,खेल-तमाशे करके या कुश्ती-कलाबाज़ी दिखाकर निर्वाह करती है।

नट जाति अपने पेशे से दूर होती जा रही है।
नट, नट जाति