ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୌଧୁରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୌଧୁରୀ   ବିଶେଷ୍ୟ

ଅର୍ଥ : କୈଣସି ସମାଜ ବା ଗୋଷ୍ଠୀର ମୁଖିଆ ଯେ ପ୍ରାୟତଃ ବିବାଦ ଆଦି ସମାଧାନ କରନ୍ତି ଏବଂ ଲୋକମାନଙ୍କୁ ପରାମର୍ଶ ଆଦି ଦିଅନ୍ତି

ଉଦାହରଣ : ଆଜି ମଧ୍ୟ କେତେକ ଆଦିବାସୀ ଜାତି ମଧ୍ୟରେ ଚୌଧୁରୀ ହିଁ ନିଷ୍ପତ୍ତି କରନ୍ତି

ସମକକ୍ଷ : ପ୍ରଧାନ, ବେହେରା

किसी विशेष समाज या बिरादरी का प्रधान जो प्रायः विवाद आदि हल करता और लोगों को सलाह आदि देता है।

आज भी कुछ आदिवासी जातियों में फैसले चौधरी ही करता है।
चौधरी

A person who is in charge.

The head of the whole operation.
chief, head, top dog

ଅର୍ଥ : ଏକ ଆଦରସୂଚକ ଉପାଧି

ଉଦାହରଣ : ଚୌଧୁରୀ ଚରଣ ସିଂହ ଜଣେ ବଡ଼ ନେତା ଥିଲେ

एक आदरसूचक उपाधि।

चौधरी चरण सिंह एक अच्छे नेता थे।
चौधरी