ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚେକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚେକ   ବିଶେଷ୍ୟ

ଅର୍ଥ : ମଧ୍ୟ ୟୁରୋପର ଏକ ଦେଶ

ଉଦାହରଣ : ଚେକର ରାଜଧାନୀ ପ୍ରାଗ

ସମକକ୍ଷ : ଚେକ ଗଣରାଜ୍ୟ

मध्य यूरोप का एक देश।

चेक की राजधानी प्राग है।
चेक, चेक गणराज्य, चेक रिपब्लिक, चैक गणराज्य, चैक रिपब्लिक

A landlocked republic in central Europe. Separated from Slovakia in 1993.

czech republic

ଅର୍ଥ : ଚେକ ଦେଶର ନିବାସୀ

ଉଦାହରଣ : ସେହି ଚେକକୁ ହିନ୍ଦୀ ମଧ୍ୟ କହି ଆସୁଥିଲା

ସମକକ୍ଷ : ଚେକବାସୀ

चेक देश का निवासी।

उस चेक को हिन्दी भी बोलना आता था।
चेक, चेकवासी

A native of inhabitant of the Czech Republic.

czech

ଅର୍ଥ : ଚେକ ଲୋକମାନଙ୍କର ଭାଷା

ଉଦାହରଣ : ମଞ୍ଜରୀର ଚେକ ଶିଖିବା ପାଇଁ ବହୁତ ମନ

ସମକକ୍ଷ : ଚେକ ଭାଷା

चेक लोगों की भाषा।

मंजरी को चेक सीखने का बड़ा मन है।
चेक, चेक भाषा

The Slavic language of Czechs.

czech

ଚେକ   ବିଶେଷଣ

ଅର୍ଥ : ଚେକ ଦେଶର ବା ଚେକ ଦେଶ ସଂବନ୍ଧିତ

ଉଦାହରଣ : ଚେକ ବିଶେଷଜ୍ଞମାନଙ୍କ ସାହାଯ୍ୟ ଦ୍ୱାରା ପାକିସ୍ଥାନ ନିଜ ଦେଶରେ ୟୂରେନିୟମର ଅନ୍ୱେଷଣ କରିଥିଲା

चेक देश का या चेक देश से संबंधित।

चेक विशेषज्ञयों की मदद से पाकिस्तान ने अपने देश में यूरेनियम की खोज की थी।
चेक

Of or relating to Czechoslovakia or its people or their language.

The Czech border.
Czechoslovak nationalists.
The Czechoslovakian population.
czech, czechoslovakian

ଅର୍ଥ : ଚେକ ଭାଷା ସଂବନ୍ଧୀ ବା ଚେକ ଭାଷାର

ଉଦାହରଣ : ଦୂତାବାସରେ ଚେକ ପୁସ୍ତକଗୁଡ଼ିକର ପ୍ରଦର୍ଶନୀ ଲାଗିଛି

चेक भाषा संबंधी या चेक भाषा का।

दूतावास में चेक पुस्तकों की प्रदर्शनी लगी है।
चेक

Of or relating to Czechoslovakia or its people or their language.

The Czech border.
Czechoslovak nationalists.
The Czechoslovakian population.
czech, czechoslovakian