ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୂନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୂନ   ବିଶେଷ୍ୟ

ଅର୍ଥ : ପଥର, ଗୋଡ଼ି, ଶଙ୍ଖ ମୋତିଆଦି ପଦାର୍ଥକୁ ଜଳାଇ ତିଆରି କରା ଯାଉଥିବା ଏକ ପ୍ରକାରର ଧଳା କ୍ଷାର

ଉଦାହରଣ : ଚୂନ ଅଧିକ ଭାବରେ କାନ୍ଥ ଲିପିବା କାମରେ ବ୍ୟବହାର କରାଯାଇଥାଏ

पत्थर, कंकड़, शंख, मोती आदि पदार्थों को जलाकर बनाया जाने वाला एक प्रकार का सफेद क्षार।

चूने का अधिकतर प्रयोग दीवारों की पुताई करने में किया जाता है।
आहक, चूना

A caustic substance produced by heating limestone.

calcium hydrate, calcium hydroxide, caustic lime, hydrated lime, lime, lime hydrate, slaked lime