ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୂନମାଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୂନମାଟି   ବିଶେଷ୍ୟ

ଅର୍ଥ : ଅନୁର୍ବର ଜମିରେ ମିଳୁଥିବା କ୍ଷାରମିଶା ମାଟି

ଉଦାହରଣ : ଗ୍ରାମାଞ୍ଚଳରେ କିଛି ଲୋକ କପଡ଼ା ସଫାକରିବା ନିମନ୍ତେ ଚୂନମାଟିର ବ୍ୟବହାର କରନ୍ତି

खार मिली वह मिट्टी जो ऊसर मैदान में पायी जाती है।

ग्रामीण क्षेत्रों में कुछ लोग रेह का उपयोग कपड़े धोने के लिए करते हैं।
पांशुलवण, मिट्टी का फूल, मिट्टी-का-फूल, रेह, वसुक, सर्वगण

ଅର୍ଥ : ମାଟିରୁ ମିଳୁଥିବା ଏକ ପ୍ରକାରର କ୍ଷାର

ଉଦାହରଣ : ଗନ୍ଧକ, କୋଇଲା ଏବଂ ଚୂନମାଟିର ମିଶ୍ରଣରେ ବିସ୍ଫୋଟକ ହୋଇଥାଏ

मिट्टी से निकलने वाला एक क्षार।

गंधक, कोयले एवं शोरे का मिश्रण विस्फोटक होता है।
भूमिलवण, शोरा

(KNO3) used especially as a fertilizer and explosive.

niter, nitre, potassium nitrate, saltpeter, saltpetre