ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୁପଚାପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୁପଚାପ   କ୍ରିୟା ବିଶେଷଣ

ଅର୍ଥ : ମୌନ ରୂପରେ

ଉଦାହରଣ : ଚପରାସୀ ଅଧିକାରୀର କଥା ଚୁପହୋଇ ଶୁଣୁଥିଲା

ସମକକ୍ଷ : ଚୁପହୋଇ, ମୌନହୋଇ, ଶାନ୍ତହୋଇ

Without speaking.

He sat mutely next to her.
mutely, silently, taciturnly, wordlessly

ଚୁପଚାପ   ବିଶେଷଣ

ଅର୍ଥ : ଉଦାସ, ଦୁଃଖ ଆଦି କାରଣରୁ ଅକ୍‌ଦମ ଶାନ୍ତ ବା ଚୁପଚାପ

ଉଦାହରଣ : ମାଆ ଚୁପଚାପ ପିଲାକୁ ଗେଲକରୁଛି

उदासी, दुख आदि के कारण एकदम शांत या चुप।

माँ गुमसुम बच्चे को पुचकार रही है।
गुमसुम