ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୀନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୀନୀ   ବିଶେଷ୍ୟ

ଅର୍ଥ : ଚୀନ ଦେଶର ଭାଷା

ଉଦାହରଣ : ସେ ଚୀନୀ କହିପାରେ

ସମକକ୍ଷ : ଚୀନ ଭାଷା, ଚୀନୀ ଭାଷା

चीन देश की भाषा।

वह चीनी बोल लेता है।
चाइनीज़, चाइनीस, चीनी, चीनी भाषा

Any of the Sino-Tibetan languages spoken in China. Regarded as dialects of a single language (even though they are mutually unintelligible) because they share an ideographic writing system.

chinese

ଅର୍ଥ : ଯେଉଁ ଲିପିରେ ଚୀନୀ ଭାଷା ଲେଖାଯାଏ

ଉଦାହରଣ : ଚୀନୀ ଲିପି ଏକ ଚିତ୍ର ଲିପି

ସମକକ୍ଷ : ଚୀନୀ ଲିପି

वह लिपि जिसमें चीनी भाषा लिखी जाती है।

चीनी एक चित्र लिपि है।
चीनी, चीनी लिपि, बोपोमोफो

ଅର୍ଥ : ଚୀନ ଦେଶର ନିବାସୀ

ଉଦାହରଣ : କେତେକ ଚୀନବାସୀ ମୋର ଉତ୍ତମ ସାଙ୍ଗ

ସମକକ୍ଷ : ଚାଇନିଜ, ଚୀନ ନିବାସୀ, ଚୀନବାସୀ

चीन देश में रहनेवाला व्यक्ति।

कई चीनी मेरे अच्छे दोस्त हैं।
चाइनीज़, चाइनीस, चीन निवासी, चीनवासी, चीनी

A native or inhabitant of Communist China or of Nationalist China.

chinese

ଚୀନୀ   ବିଶେଷଣ

ଅର୍ଥ : ଚୀନ ଦେଶରେ ରହୁଥିବା ବ୍ୟକ୍ତି

ଉଦାହରଣ : ଚୀନୀ ବୈଜ୍ଞାନିକମାନଙ୍କର ଗୋଟିଏ ଦଳ କାଲି ହିଁ ଏଠାକୁ ଆସିଛି

ଅର୍ଥ : ଚୀନୀ ଭାଷା ସଂବନ୍ଧିତ ବା ଚୀନୀ ଭାଷାର

ଉଦାହରଣ : ସେହି ଚୀନୀ ପୁସ୍ତକରେ ଡ୍ରାଗନର ଚିତ୍ର ଅଛି

ଅର୍ଥ : ଚୀନ ଦେଶର ବା ଚୀନ ଦେଶ ସଂବନ୍ଧିତ

ଉଦାହରଣ : ଏହା ଚୀନୀ ରେଶମରେ ତିଆରି ହୋଇଛି

ସମକକ୍ଷ : ଚାଇନିଜ, ଚୀନୀୟ

चीन देश का या वहाँ के निवासी, भाषा, संस्कृति इत्यादि से संबंधित।

यह चीनी रेशम का बना है।
चीनी वैज्ञानिकों का एक दस्ता कल ही यहाँ आया है।

चाइनीज़, चाइनीस, चीन का, चीनी

Of or pertaining to China or its peoples or cultures.

Chinese food.
chinese