ଅର୍ଥ : କୌଣସି ବ୍ୟକ୍ତିକୁ ଦେଖି ବା ଚିହ୍ନି ସେ ସେହିବ୍ୟକ୍ତି ବୋଲି ବତାଇବାର କ୍ରିୟା
ଉଦାହରଣ :
ସାକ୍ଷୀର ଅଭାବରେ ଅପରାଧୀର ଚିହ୍ନଟ ହୋଇପାରିଲା ନାହିଁ
ସମକକ୍ଷ : ଚିହ୍ନିବାକାର୍ଯ୍ୟ
ଅର୍ଥ : କୌଣସି ବ୍ୟକ୍ତିଦ୍ୱାରା ଅନ୍ୟଜଣକୁ ଚିହ୍ନିବାର ପ୍ରକ୍ରିୟା
ଉଦାହରଣ :
ମନୋହରର ଚିହ୍ନଟଦ୍ୱାରା ପୋଲିସ ଚୋରକୁ ଧରିଲା