ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିଲେଇଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିଲେଇଲା   କ୍ରିୟାପଦ

ଅର୍ଥ : ବିପତ୍ତି ସମୟରେ କିମ୍ବା ଜୋରରେ କହିବା ବା ଡାକିବା

ଉଦାହରଣ : ଗଧିଆକୁ ଦେଖି ମେଷପାଳକ ବଞ୍ଚାଅ, ବଞ୍ଚାଅ ଗଧିଆ ଆସିଗଲାବୋଲି ଚିତ୍କାରକଲା

ସମକକ୍ଷ : ଚିତ୍କାରକଲା, ଡାକପକାଇଲା, ପାଟିକଲା, ରଡ଼ିଛାଡ଼ିଲା, ହାଲାକଲା

विपत्ति आदि के समय या ऐसे ही जोर से बोलना या आवाज करना।

भेड़िये को देखकर गड़ेरिया चिल्लाया, बचाओ-बचाओ, भेड़िया आ गया।
अललाना, अल्लाना, चिल्लाना, चीखना, शोर करना, शोर मचाना, हल्ला करना, हल्ला मचाना

Make loud and annoying noises.

racket