ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିରାକାଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିରାକାଠ   ବିଶେଷ୍ୟ

ଅର୍ଥ : କୁରାଢ଼ୀ ଆଦିରେ ଚିରା ହୋଇଥିବା ଜାଳେଣି କାଠ

ଉଦାହରଣ : ମାଆ ଚୁଲିରେ ଚିରାକାଠ ଜାଳୁଛନ୍ତି

कुल्हाड़ी आदि से चीरी हुई जलाने की लकड़ी।

माँ चूल्हे में चैली लगा रही हैं।
चैला, चैली