ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଡାକ ବିଭାଗର ଏହି କର୍ମଚାରୀ ଯିଏ ଚିଠି,ମନିଅର୍ଡ଼ର ଆଦି ଘରଘର ବୁଲି ବାଣ୍ଟେ
ଉଦାହରଣ : ଚିଠିବାଲା ଏଠାକୁ ଚାରିଟା ବେଳେ ଆସେଡାକବାଲା ଘରଘର ବୁଲି ଚିଠି ଆଦି ପହଞ୍ଚାଏ
ସମକକ୍ଷ : ଡାକବାଲା, ପୋଷ୍ଟମ୍ୟାନ୍
डाक विभाग का वह कर्मचारी जो पत्र, मनीआर्डर आदि घर-घर पहुँचाता है।
A man who delivers the mail.
ଅର୍ଥ : ଚିଠି ଇତ୍ୟାଦି ପହଁଚାଇବା ବ୍ୟକ୍ତି
ଉଦାହରଣ : ଆଜି ସକାଳେ ଡାକବାଲା ଏହି ଚିଠି ଦେଇ ଗଲା
ସମକକ୍ଷ : ଡାକବାଲା, ପତ୍ର ବାହକ
वह जो पत्र आदि किसी के यहाँ पहुँचाता है।
ସଂସ୍ଥାପନ କରନ୍ତୁ