ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚା’ ପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚା’ ପତ୍ର   ବିଶେଷ୍ୟ

ଅର୍ଥ : ଚା’ ଗଛଗୁଡ଼ିକର ଶୁଖିଲା ପତ୍ର ଯାହାକୁ ପାଣିରେ ମିଶାଇ ଏକ ପ୍ରସିଦ୍ଧ ପାନୀୟ ତିଆରି କରାଯାଏ

ଉଦାହରଣ : ସେ ଦୋକାନରୁ ଏକ କିଲୋ ଚା’ ପତ୍ର କିଣିଲା

ସମକକ୍ଷ : ଚା’

चाय के पौधों की सूखी पत्तियाँ जिन्हें पानी में डालकर एक प्रसिद्ध पेय बनाते हैं।

उसने दुकान से एक किलो चाय पत्ती खरीदी।
चाय, चाय पत्ती