ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାରିମାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାରିମାସ   ବିଶେଷ୍ୟ

ଅର୍ଥ : ଆଷାଢ ଶୁକ୍ଳ୍ଳପକ୍ଷ ଏକାଦଶୀରୁ ଆରମ୍ଭହୋଇ କାର୍ତ୍ତିକ ଶୁକ୍ଳ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ସମୟ

ଉଦାହରଣ : ପୁରାଣ ଅନୁସାରେ ଚତୁର୍ମାସରେ ଭଗବାନ ବିଷ୍ଣୁ ଶୟନ କରିଥାନ୍ତି

ସମକକ୍ଷ : ଚତୁର୍ମାସ, ଚୌମାସ

आषाढ़ के शुक्ल पक्ष की एकादशी से लेकर कार्तिक के शुक्ल पक्ष की एकादशी तक का समय।

पुराणों के अनुसार चतुर्मास में भगवान विष्णु सोए रहते हैं।
चतुरमास, चतुर्मास, चातुर्मास, चौमास, चौमासा, पर्व