ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାମଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାମଚା   ବିଶେଷ୍ୟ

ଅର୍ଥ : ଯେ ଖୋସାମତି କରେ

ଉଦାହରଣ : ଆମ ଗାଁରେ ଚାମଚାମାନଙ୍କର ଅଭାବ ନାହିଁ

ସମକକ୍ଷ : ଖୋସାମତିଆ

वह जो चाटुकारिता करता हो।

हमारे गाँव में चाटुकारों की कमी नहीं है।
खुशामदी, चमचा, चाटुकार, चापलूस, जीहजूर, जीहुज़ूर, जीहुजूर, टिलवा, भट्ट, भाट, मुसाहिब

Someone seeking social prominence by obsequious behavior.

climber, social climber

ଅର୍ଥ : ଖୁସାମତି କରିବାବାଲା ସ୍ତ୍ରୀ

ଉଦାହରଣ : ଶର୍ମିଲା ହେଉଛି ମାଡ଼ାମଙ୍କ ଚାମଚା

ସମକକ୍ଷ : ଖୁସାମତିଆଣୀ, ଚାମଚୀ

खुशामद करने वाली औरत।

शर्मिला मैडम की चमची है।
चमची

ଚାମଚା   ବିଶେଷଣ

ଅର୍ଥ : ଯେ ଚାଟୁକାରିତା କରେ

ଉଦାହରଣ : ସେ ଜଣେ ଚାଟୁକାର ବ୍ୟକ୍ତି

ସମକକ୍ଷ : ଖୋସାମତିଆ, ଚାଟୁକାର

जो चाटुकारिता करता हो।

वह एक चाटुकार व्यक्ति है।
खुशामदी, चमचा, चाटुकार, चापलूस, मुसाहिब

Attempting to win favor from influential people by flattery.

bootlicking, fawning, obsequious, sycophantic, toadyish