ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାବୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାବୁକ   ବିଶେଷ୍ୟ

ଅର୍ଥ : ପଶୁମାନଙ୍କୁ ଚଲେଇବା ବା ଘଉଡ଼େଇବା ପାଇଁ ବ୍ୟବହୃତ ହେଉଥିବା ସୂତା ବା ଚମଡ଼ାରେ ତିଆରି ଡ଼ୋରି

ଉଦାହରଣ : ପଶୁମାନଙ୍କୁ ଆୟତ୍ତରେ ରଖିବାପାଇଁ ଚାବୁକ ବ୍ୟବହାର କରାଯାଏ

ସମକକ୍ଷ : କୋରଡ଼ା, କୋଡ଼ା, ଛାଟ

बटे हुए सूत या चमड़े की डोर (जिससे जानवरों आदि को चलाने या भगाने के लिए मारते हैं)।

जानवरों को वश में रखने के लिए चाबुक का इस्तेमाल किया जाता है।
कोड़ा, चाबुक, चुटक, तोदन, शिफा, साँटा, सांटा, हंटर

An instrument with a handle and a flexible lash that is used for whipping.

whip

ଅର୍ଥ : ଏକ ପ୍ରକାରର ଚାବୁକ

ଉଦାହରଣ : ସେ ଚାବୁକରେ ଘୋଡ଼ାକୁ ପିଟୁଛି

एक प्रकार का चाबुक।

वह घोड़े को गलके से मार रहा है।
गलका