ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାନ୍ଦ୍ର ଦିବସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାନ୍ଦ୍ର ଦିବସ   ବିଶେଷ୍ୟ

ଅର୍ଥ : ଚାନ୍ଦ୍ର ମାସର କୌଣସି ପକ୍ଷର କୌଣସି ଦିନ ଯାହାର ନାମ ସଂଖ୍ୟା ବିଚାରରେ ହୋଇଥାଏ

ଉଦାହରଣ : ପ୍ରତିପଦା ଠାରୁ ଅମାବସ୍ୟା ବା ପୂର୍ଣ୍ଣିମା ପର୍ଯ୍ୟନ୍ତ ପନ୍ଦରଟି ତିଥି ହୋଇଥାଏ

ସମକକ୍ଷ : ତିଥି

चांद्र मास के किसी पक्ष का कोई दिन जिसका नाम संख्या के विचार से होता है।

प्रतिपदा से अमावस्या या पूर्णिमा तक पंद्रह तिथियाँ होती हैं।
चांद्र दिवस, तिथि, मिती