ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାଞ୍ଛିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାଞ୍ଛିବା   କ୍ରିୟାପଦ

ଅର୍ଥ : ହାଲୁକା ଧକ୍କା ବା ଆଘାତ ଲଗାଇବା

ଉଦାହରଣ : ତରକାରୀ ତିଆରି କରିବା ପାଇଁ ମା ମୂଳାଖଣ୍ଡଗୁଡ଼ିକୁ ଚାଞ୍ଛୁଥିଲା

हल्का धक्का या आघात लगाना।

सब्जी बनाने के लिए माँ मूली के टुकड़ों को ठेसती थीं।
ठेंसना, ठेसना

Beat with or as if with a hammer.

Hammer the metal flat.
hammer

ଅର୍ଥ : ଉପର ବସ୍ତୁ ବା ବସ୍ତୁର ଉପରିଭାଗକୁ ଚାଞ୍ଛି ଅଲଗା କରିବା

ଉଦାହରଣ : ମାଆ କଡ଼େଇକୁ ଓଲଟାଇ ଚାଞ୍ଛୁଛନ୍ତି

ସମକକ୍ଷ : ଛଡ଼ାଇବା, ରାମ୍ପିବା

ऊपरी वस्तु या वस्तु की तह को छीलकर अलग करना।

माँ पल्टे से कड़ाही खुरच रही है।
कुरेलना, खरोंचना, खरोचना, खुरचना

Cut the surface of. Wear away the surface of.

scrape, scratch, scratch up