ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଲା   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ବଡ଼ ଚାଲୁଣି ଯେଉଁଥିରେ ମୋଟା ଶସ୍ୟଆଦି ଚଲାଯାଏ

ଉଦାହରଣ : ସେ ଚଲାରେ ଗହମ ଚଲାଉଛି

एक प्रकार की बड़ी चलनी जिससे मोटे अनाज आदि चाले जाते हैं।

वह पूरा से गेहूँ चाल रहा है।
पूरा

ଅର୍ଥ : ଅଟାଆଦି ଚଲାଇବାର ଏକ ଉପକରଣ

ଉଦାହରଣ : ସେ ଚାଲୁଣୀରେ ଅଟା ଚଲାଉଛି

ସମକକ୍ଷ : ଚାଲୁଣୀ

आटा आदि चालने का एक उपकरण।

वह चलनी से आटा चाल रही है।
चलनी, चालन, छन्ना, छन्नी, छलनी, छाननी, झंझरी, झाँझर

A filter to retain larger pieces while smaller pieces and liquids pass through.

strainer