ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଦର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଦର   ବିଶେଷ୍ୟ

ଅର୍ଥ : ପବିତ୍ର ସ୍ଥାନ ଉପରେ ଚଢ଼ା ଯାଉଥିବା ଲୁଗାଆଦି

ଉଦାହରଣ : ସେ ସାଇବାବାଙ୍କ ଦରବାରରେ ଚାଦର ଚଢ଼ାଇଲା

ସମକକ୍ଷ : ଚାଦର

पवित्र स्थान पर चढ़ाया जाने वाला कपड़ा।

उसने साँई बाबा के दरबार में चादर चढ़ाई।
चद्दर, चादर

ଅର୍ଥ : ବିଛେଇବା ବା ଘୋଡ଼ିହେବାପାଇଁ ଲମ୍ବା ଚଉଡ଼ା ଲୁଗା

ଉଦାହରଣ : ସେ ବଜାରରୁ ଏକ ନୂଆ ଚାଦର କିଣିଲା

ସମକକ୍ଷ : ଘୋଡ଼ଣୀ, ଚାଦର

बिछाने या ओढ़ने का लम्बा-चौड़ा कपड़ा।

उसने बाज़ार से एक नयी चादर खरीदी।
चद्दर, चादर

Bed linen consisting of a large rectangular piece of cotton or linen cloth. Used in pairs.

bed sheet, sheet