ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚତୁର୍ଦିଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚତୁର୍ଦିଗ   କ୍ରିୟା ବିଶେଷଣ

ଅର୍ଥ : ପ୍ରତେୟ୍କ ଦିଗରେ

ଉଦାହରଣ : ଚିକାଗୋ ସମ୍ବିଳନୀପରେ ସ୍ୱାମୀ ବିବେକାନନ୍ଦଙ୍କ ଖ୍ୟାତି ଚତୁର୍ଦିଗକୁ ବ୍ୟାପିଗଲା

ସମକକ୍ଷ : ଚାରିଆଡ଼େ, ଚାରିପଟେ, ସର୍ବତ୍ର

To or in any or all places.

You find fast food stores everywhere.
People everywhere are becoming aware of the problem.
He carried a gun everywhere he went.
Looked all over for a suitable gift.
all over, everyplace, everywhere