ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚତୁରଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚତୁରଙ୍ଗ   ବିଶେଷ୍ୟ

ଅର୍ଥ : ଚଉଷଠିଟି କୋଠରୀ ବିଶିଷ୍ଟ କନା ଉପରେ ଖେଳା ଯାଉଥିବା ଏକ ଖେଳ

ଉଦାହରଣ : ବତିଶଟି ଗୋଟି ସାହାଯ୍ୟରେ ସତରଞ୍ଜ ଖେଳ ଖେଳାଯାଏ

ସମକକ୍ଷ : ସତରଞ୍ଜ

एक प्रकार का खेल जो चौंसठ ख़ानों की बिसात पर खेला जाता है।

शतरंज का खेल बत्तीस गोटियों से खेला जाता है।
शतरंज

A board game for two players who move their 16 pieces according to specific rules. The object is to checkmate the opponent's king.

chess, chess game

ଅର୍ଥ : ହାତୀ, ଘୋଡ଼ା, ରଥ ଏବଂ ପଦାତି ଏହି ଚାରି ଅଙ୍ଗଯୁକ୍ତ ସେନା

ଉଦାହରଣ : ପ୍ରାଚୀନ କାଳରେ ରାଜା ଯୁଦ୍ଧରେ ଚତୁରଙ୍ଗ ସେନାର ଉପଯୋଗ କରୁଥିଲେ

ସମକକ୍ଷ : ଚତୁରଙ୍ଗ ସେନା

हाथी, घोड़े, रथ और पैदल - इन चार अंगों वाली सेना।

प्राचीन काल में राजा युद्ध में चतुरंगिणी का उपयोग करते थे।
चतुरंगिणी, चतुरंगिणी सेना

A force that is a branch of the armed forces.

armed service, military service, service