ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଟାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଟାଣ   ବିଶେଷ୍ୟ

ଅର୍ଥ : ବସିବାଆଦି ନିମନ୍ତେ ସମତଳ ଏବଂ ପକ୍କା ଭୂମି

ଉଦାହରଣ : ଚଟାଣ ସଜାଇବାପାଇଁ ଆଜିକାଲି ସୁନ୍ଦର ସୁନ୍ଦର ଟାଇଲ୍ ମିଳୁଛି

ସମକକ୍ଷ : ଗୃହତଳ, ଘରତଳ

बैठने आदि के लिए समतल और पक्की भूमि।

आजकल फ़र्श को सजाने के लिए सुंदर-सुंदर टाइल मिलते हैं।
फरश, फर्श, फ़र्श

ଅର୍ଥ : ଡଙ୍ଗାର ଚଟାଣ

ଉଦାହରଣ : ନାବିକ ଡଙ୍ଗାର ଚଟାଣ ଉପରେ ବସିବାପାଇଁ କେତେକ ଚୌକି ପକାଇଛି

नाव का फर्श।

नाविक ने सोहर पर बैठने के लिए कुर्सियाँ लगा रखी है।
सोहर

ଅର୍ଥ : ଚୂନ,ସୁର୍କି ଆଦିରୁ ପ୍ରସ୍ତୁତ ଚଟାଣ

ଉଦାହରଣ : ପକ୍କାଚଟାଣ ଉପରେ ସୁନ୍ଦର ଫୁଲ ପଡ଼ିଛି

ସମକକ୍ଷ : ପକ୍କାଚଟାଣ

चूने, सीमेंट आदि से बना पक्का फर्श।

गच पर सुंदर फूल बने हैं।
गच