ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚକ୍ରବ୍ୟୂହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚକ୍ରବ୍ୟୂହ   ବିଶେଷ୍ୟ

ଅର୍ଥ : ଶତ୍ରୁର ଚାରି ପଟରୁ ଘେରି କରାଯାଉଥିବା ଆକ୍ରମଣ

ଉଦାହରଣ : ଅଭିମନ୍ୟୁ ଚକ୍ରବ୍ୟୂହରେ ମଲା

ସମକକ୍ଷ : ଷଣ୍ଢୁଆସୀ ଆକ୍ରମଣ

वह आक्रमण जो शत्रु को चारों ओर से घेरकर किया जाता है।

अभिमन्यु आसार में मारा गया।
आसार

ଅର୍ଥ : ପ୍ରାଚୀନ କାଳର ଯୁଦ୍ଧରେ କୌଣସି ବ୍ୟକ୍ତି ବା ଜିନିଷର ରକ୍ଷାନିମନ୍ତେ କରାଯାଉଥିବା ଏକ ପ୍ରକାର ବ୍ୟୂହ

ଉଦାହରଣ : ମହାଭାରତ ଯୁଦ୍ଧରେ ଅଭିମନ୍ୟୁଙ୍କୁ କପଟରେ ଚକ୍ରବ୍ୟୂହରେ ମରାଯାଇଥିଲା

प्राचीनकाल के युद्ध में किसी व्यक्ति या वस्तु की रक्षा के लिए की जानेवाली एक प्रकार की मोरचेबंदी।

महाभारत के युद्ध में अभिमन्यु को चक्रव्यूह में छल से मारा गया था।
चक्रव्यूह