ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚକ୍ରବାକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚକ୍ରବାକ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ବଡ଼ ପାହାଡ଼ି ତିତ୍ତିର ଯାହା ଚନ୍ଦ୍ରମାର ପ୍ରେମୀ ଏବଂ ଅଙ୍ଗାର ଖାଦକ ବୋଲି ବିଶ୍ୱାସ କରାଯାଏ

ଉଦାହରଣ : ଚକୋର ଚନ୍ଦ୍ରମା ଆଡ଼କୁ ଅନେଇ ରହିଥାଏ

ସମକକ୍ଷ : ଚକୋର

एक प्रकार का बड़ा पहाड़ी तीतर जो चन्द्रमा का प्रेमी और अंगार खाने वाला माना जाता है।

चकोर चंद्रमा की ओर ताकता रहता है।
चकोर, चलचंचु, जीवजीव, रक्तनयन, रक्तनेत्र, रक्ताक्ष, राज-पट्टिका, राजपट्टिका, विषचक्र, सुलोचन

Small Old World gallinaceous game birds.

partridge

ଅର୍ଥ : ଏକ ଯେଉଁ ଜଳପକ୍ଷୀବିଷୟରେ ପ୍ରସିଦ୍ଧି ରହିଛି ଯେ ଏହା ରାତିରେ ନିଜ ଯୋଡ଼ିଠାରୁ ଅଲଗା ହୋଇଯାଏ

ଉଦାହରଣ : ଚକୁଆ ଏବଂଚକୋଇ ରାତିରେ ଏକା ସହିତ ରହନ୍ତି ନାହିଁ

ସମକକ୍ଷ : କୋକ, ଚକୁଆ, ଚକୋର

एक जलपक्षी जिसके विषय में प्रसिद्ध है कि वह रात को अपने जोड़े से दूर हो जाता है।

चकवा और चकई रात को एक साथ नहीं रहते।
कामी, कोक, चक, चकवा, चक्रनाम, चक्रवाक, चक्री, द्विक, सुनेत्र, सुरखाब, सुर्खाब

Type genus of the Anatidae: freshwater ducks.

anas, genus anas