ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଉରାନବେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଉରାନବେ   ବିଶେଷ୍ୟ

ଅର୍ଥ : ନବେ ଏବଂ ଚାରି ମିଶି ପ୍ରାପ୍ତ ସଂଖ୍ୟା

ଉଦାହରଣ : ତେୟାନବେ ଏବଂ ଚଉରାନବେର ଅନ୍ତର ଏକ

ସମକକ୍ଷ : ୯୪

नब्बे और चार के योग से प्राप्त संख्या।

तिरानबे और चौरनबे में एक का अंतर है।
94, चौरानबे, चौरानवे, ९४

ଚଉରାନବେ   ବିଶେଷଣ

ଅର୍ଥ : ନବେରେ ଚାରି ମିଶିଲେ ଯେଉଁ ସଂଖ୍ୟା ମିଳେ

ଉଦାହରଣ : ଏହି ସମ୍ମିଳନୀରେ ଦେଶବିଦେଶରୁ ଚଉରାନବେ ଜଣ ବିଦ୍ୱାନ ଭାଗ ନେଉଛନ୍ତି

ସମକକ୍ଷ : ଚୌରାନବେ, ୯୪

नब्बे और चार।

इस सम्मेलन में देश-विदेश के चौरानबे विद्वान भाग ले रहे हैं।
94, चौरानबे, चौरानवे, ९४

Being four more than ninety.

94, ninety-four, xciv