ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଉକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଉକା   ବିଶେଷ୍ୟ

ଅର୍ଥ : ଚାରିଟା ଫୁଲ ଥିବା ତାସ୍‌ ପତା

ଉଦାହରଣ : ଶ୍ୟାମ ରମେଶର ନାଲିପାନ ଚଉକାକୁ ଦହିଲାରେ ମାରିଲା

ସମକକ୍ଷ : ଚୌକା

चार बूटियों वाला ताश का पत्ता।

श्याम ने रमेश के पान के चौके को दहले से दबाया।
चौका, चौकी

A playing card or domino or die whose upward face shows four pips.

four, four-spot

ଅର୍ଥ : କ୍ରିକେଟ ଖେଳରେ ବଲ ଭୂମି ସ୍ପର୍ଶ କରି ସୀମାରେଖା ପାରି ହେବାଦ୍ୱାରା ବ୍ୟାଟସମ୍ୟାନ ବା ତା ଦଳକୁ ମିଳୁଥିବା ଚାରି ରନ୍‌

ଉଦାହରଣ : ଆଜି ଖେଳରେ ସଚିନ ଦଶଟା ଚଉକା ମାରିଲେ

क्रिकेट के खेल में बल्लेबाज या उसके दल को मिलनेवाला वह चार रन जो गेंद को जमीन से स्पर्शकर सीमा रेखा के पार जाने पर मिलता है।

आज के खेल में सचिन ने दस चौके लगाए।
चौका