ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୋ-ଘା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୋ-ଘା କରିବା   କ୍ରିୟାପଦ

ଅର୍ଥ : ଉଦ୍ଦାମତାର ସହିତ ଖେଳିବା

ଉଦାହରଣ : ପିଲାମାନେ ପଡ଼ିଆରେ ଡିଆଁଡ଼େଇଁ କରୁଛନ୍ତି

ସମକକ୍ଷ : ଖେଳକୁଦ କରିବା, ଡିଆଁକୁଦା କରିବା, ଡିଆଁଡ଼େଇଁ କରିବା

* जोश के साथ खेलना।

बच्चे मैदान में उछल-कूद कर रहे हैं।
उछल-कूद करना, कूद-फाँद करना, कूदफाँद करना

Play boisterously.

The children frolicked in the garden.
The gamboling lambs in the meadows.
The toddlers romped in the playroom.
cavort, disport, frisk, frolic, gambol, lark, lark about, rollick, romp, run around, skylark, sport

ଅର୍ଥ : କୌଣସି ଉତ୍ସବ ଆଦି ପାଟିତୁଣ୍ଡ ସହିତ ପାଳନ କରିବା

ଉଦାହରଣ : କାଲିରାତିରେ ସମାରୋହରେ ଆମଲୋକମାନେ ବହୁତ ହୋ ହଲ୍ଲା କଲେ

ସମକକ୍ଷ : ଉତ୍ପାତ କରିବା, କୋଳାହଳ କରିବା, ଚିତ୍କାର କରିବା, ପାଟିତୁଣ୍ଡ କରିବା, ହୁରି ପକାଇବା, ହୋ ହଲ୍ଲା କରିବା

* कोई उत्सव आदि शोरगुल के साथ मनाना।

कल रात समारोह में हम लोगों ने बहुत हुड़दंग मचाया।
हंगामा करना, हुड़दंग मचाना