ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୋଁଚବା ବଳଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୋଁଚବା ବଳଦ   ବିଶେଷ୍ୟ

ଅର୍ଥ : ଯେଉଁ ବଳଦର ଶିଙ୍ଗ ମୋଡ଼ିଯାଇ କାନରେ ଲାଗିଛି

ଉଦାହରଣ : ଘୋଁଚବା ବଳଦକୁ କୃଷକ ଗାଡ଼ିରେ ଯୋଡ଼ୁଛି

ସମକକ୍ଷ : ଘୋଁଚବା

वह बैल जिसके सींग मुड़कर कान से जा लगे हों।

किसान घोंचवा को गाड़ी में जोत रहा है।
घोंचवा, घोंचवा बैल

An adult castrated bull of the genus Bos. Especially Bos taurus.

ox