ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୁଷଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୁଷଦେବା   କ୍ରିୟାପଦ

ଅର୍ଥ : ନିଜକାମ କରାଇବା,ପକ୍ଷ ନେବା ବା ପ୍ରଭାବିତ କରିବାପାଇଁ କାହାରିକୁ ଅବୈଧ ରୂପରେ ଟଙ୍କା,ଧନ ଆଦି ଦେବା

ଉଦାହରଣ : ବେଆଇନ କାମ କରୁଥିବା ଲୋକମାନେ ଧରାପଡ଼ିବା ଭୟରେ ପୋଲିସକୁ ସର୍ବଦା ଲାଞ୍ଚ ଦିଅନ୍ତି

ସମକକ୍ଷ : ଉତ୍କୋଚଦେବା, ଲାଞ୍ଚଦେବା

अपना काम निकलवाने, पक्ष लेने या दबाव आदि डालने के लिए किसी को अवैध रूप से पैसे, धन आदि देना।

ग़ैरकानूनी काम करने वाले लोग पकड़े जाने के भय से पुलिस को हमेशा चटाते हैं।
खिलाना, घूस देना, चटाना, ज़ेब गरम करना, ज़ेब गर्म करना, जेब गरम करना, जेब गर्म करना, रिश्वत देना

Make illegal payments to in exchange for favors or influence.

This judge can be bought.
bribe, buy, corrupt, grease one's palms