ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୁଣପୋକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୁଣପୋକ   ବିଶେଷ୍ୟ

ଅର୍ଥ : ଖାଦ୍ୟଶସ୍ୟ, କାଠ ଆଦିରେ ଲାଗୁଥିବା ଏକ ପ୍ରକାରର ଛୋଟ ପୋକ

ଉଦାହରଣ : ଖମାରରେ ରଖାଯାଇଥିବା ଗହମରେ ଘୁଣପୋକ ଲାଗିଯାଇଛି

अन्न, लकड़ी आदि में लगनेवाला एक प्रकार का छोटा कीड़ा।

बखार में रखे गेहूँ में घुन लग गये हैं।
घुण, घुन, छेदा, ढुवारा

A larva of a woodborer.

woodworm