ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୁଞ୍ଚିଗଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୁଞ୍ଚିଗଲା   କ୍ରିୟାପଦ

ଅର୍ଥ : ନିର୍ଦ୍ଦିଷ୍ଟ ସମୟର ଆଗକୁ ସମୟ ନିର୍ଘଣ୍ଟ

ଉଦାହରଣ : ଡିସେମ୍ବରର ଯାତ୍ରା ଏବେ ଖରା ଛୁଟିପର୍ଯ୍ୟନ୍ତ ଗଡ଼ିଗଲା

ସମକକ୍ଷ : ଗଡ଼ିଗଲା, ସ୍ଥଗିତହେଲା

निश्चित समय से आगे का समय नियत होना।

दिसम्बर की यात्रा अब गर्मी की छुट्टियों तक टल गई है।
टरना, टलना, मुलतवी होना, स्थगित होना

ଅର୍ଥ : କୌଣସି କାମ ସମୟ ଆଗରୁ କରିଦେବା କିମ୍ବା ସ୍ଥଗିତ କରିବା

ଉଦାହରଣ : ଅଧ୍ୟକ୍ଷ ଚାରିଦିନପାଇଁ ବୈଠକକୁ ସ୍ଥଗିତ ରଖିଲେ

ସମକକ୍ଷ : ସ୍ଥଗିତ ରଖିବା

किसी कार्य का समय आगे कर देना या स्थगित करना।

अध्यक्ष ने चार दिन के लिए बैठक को टाला।
टारना, टालना, मुलतवी करना, सस्पेंड करना, सस्पेन्ड करना, स्थगित करना

Hold back to a later time.

Let's postpone the exam.
defer, hold over, postpone, prorogue, put off, put over, remit, set back, shelve, table