ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୁଂସାକାଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୁଂସାକାଠ   ବିଶେଷ୍ୟ

ଅର୍ଥ : ଯେଉଁ କାଠ ସାହାଯ୍ୟରେ ପେଷଣଦଣ୍ଡକୁ ଉଠାଇ ଘଣାରେ ରଖନ୍ତି

ଉଦାହରଣ : ତେଲି ପେଷଣଦଣ୍ଡ ରଖିବାପାଇଁ ଘୁଂସାକାଠ ଖୋଜୁଛି

एक प्रकार की लकड़ी जिसके सहारे से कोल्हू में जाठ उठाकर डालते हैं।

तेली जाठ डालने के लिए घुंसा ढूँढ रहा है।
घुंसा