ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘିମିରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘିମିରି   ବିଶେଷ୍ୟ

ଅର୍ଥ : ଗରମରେ ଝାଳଯୋଗୁଁ ଶରୀରରେ ଉଠୁଥିବା ଛୋଟ ଛୋଟ ଦାନା

ଉଦାହରଣ : ତାଙ୍କ ଦେହସାରା ଘିମିରି ବାହାରିପଡ଼ିଛି

गरमी में पसीने के कारण शरीर पर निकलने वाले छोटे-छोटे दाने।

उसके पूरे शरीर पर घमौरी निकल आई है।
अँधौरी, अँभौरी, अंधोरी, अंधौरी, अन्धोरी, अन्धौरी, अम्हौरी, घमौरी, पित्ती

Obstruction of the sweat ducts during high heat and humidity.

heat rash, miliaria, prickly heat

ଅର୍ଥ : ଏକ ପ୍ରକାର ଚର୍ମ ରୋଗ

ଉଦାହରଣ : ଘିମିରି ବହୁତ କୁଣ୍ଡେଇ ହୁଏ

एक प्रकार का चर्म रोग।

पामा में बहुत खुजली होती है।
पामा

Obstruction of the sweat ducts during high heat and humidity.

heat rash, miliaria, prickly heat