ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘାଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘାଆ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁସହିତ ମାଡ଼ହେବା, ପଡ଼ିବା, ଖସଡ଼ିପଡ଼ିବା ଆଦିଦ୍ୱାରା ଦେହରେ ହେଉଥିବା ଚିହ୍ନ

ଉଦାହରଣ : ମାଆ ଘାଆ ଉପରେ ମଲମ ଲଗାଉଛନ୍ତି

ସମକକ୍ଷ : ଖଣ୍ଡିଆ

किसी वस्तु से टकराने, गिरने, फिसलने आदि से देह पर होने वाला चिह्न या घाव।

माँ घाव पर मलहम लगा रही है।
इंजरी, घाव, चोट, जखम, जख्म, ज़ख़म, ज़ख़्म, रुज

Any physical damage to the body caused by violence or accident or fracture etc..

harm, hurt, injury, trauma

ଅର୍ଥ : ଶରୀରର ଯେଉଁ ଅଙ୍ଗ କଟିଯିବା, ଭାଙ୍ଗିଯିବା, ସଢିଯିବା, ମେଲିଯିବା ଆଦି କାରଣରୁ ବିକୃତ ହୋଇଯାଇଥାଏ ବା ଶରୀରରେ କଟା ବା ଚିରା ହେବା ସ୍ଥାନ

ଉଦାହରଣ : ଘାଆଟି ବହୁତ ମାଡ଼ି ଯାଇଛି

शरीर का वह अंग या भाग जो कटने-फटने, सड़ने-गलने आदि के कारण विकृत हो गया हो या शरीर पर का कटा या चिरा हुआ स्थान।

घाव बहुत फैल गया है।
घाव