ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଷିଗଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଷିଗଦା   ବିଶେଷ୍ୟ

ଅର୍ଥ : ଜଳାଇବାପାଇଁ ଏକାଠି କରାଯାଇଥିବା ଘଷି ଗଦା

ଉଦାହରଣ : ଶୀଲା ଘଷିଗଦାକୁ ଜଳାଉଛି

जलाने के लिए एकत्र किया हुआ कंडों का ढेर।

शीला अहरे को सुलगा रही है।
अहरा

ଅର୍ଥ : ଯେଉଁ ସ୍ଥାନରେ ଘଷି ଗଦା ହୋଇଥାଏ

ଉଦାହରଣ : ରାମୁ ଲିଟ୍ଟୀ ରୁଟି ତିଆରି କରିବାପାଇଁ ଘଷିଗଦାରୁ ଘଷି ଆଣିବାପାଇଁ ଯାଇଛି

वह स्थान जहाँ उपले जमा किए जाते हैं।

रामू लिट्टी बनने के लिए गोइँठौरा से गोहरा लाने गया है।
गोइँठौरा

ଅର୍ଥ : ପରା ହୋଇଥିବା ଘଷିର ଗଦା

ଉଦାହରଣ : କୃଷକ ଘଷିଗଦାରୁ ଘଷି କାଢ଼ୁଛି

पथे हुए कंडों का ढेर।

किसान गोहरौर से गोहरा निकाल रहा है।
गोहरौर

ଅର୍ଥ : ନିଆଁ ଲଗାଇବାପାଇଁ ଥିବା ଘଷିର ଗଦା

ଉଦାହରଣ : ଚାହୁଁଚାହୁଁ ଘଷିଗଦା ଜଳି ପାଉଁଶ ହୋଇଗଲା

आग सुलगाने के लिए लगाया हुआ उपलों का ढेर।

उझीना देखते-देखते जलकर राख हो गया।
उझीना

ଅର୍ଥ : ଘଷିର ଗଦା

ଉଦାହରଣ : ରମେଶ ଘଷିଗଦାରୁ ଗୋଟିଏ ଟୋକେଇ ଘଷି ବାହାର କଲା

कंडों का ढेर।

रमेश ने गोहरौरी में से एक टोकरी उपला निकाला।
कंडौर, कंडौरा, गोहरौरी