ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘରୋଇ ଚାକରାଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘରୋଇ ଚାକରାଣୀ   ବିଶେଷ୍ୟ

ଅର୍ଥ : ଘରେ ରହି ସେବା କରୁଥିବା ସେବିକା

ଉଦାହରଣ : ଘର ମାଲିକର ବିଶ୍ୱାସର ଫାଇଦା ଉଠାଇ ଜଣେ ଘରୋଇ ଚାକରାଣୀ ସବୁ ଜିନିଷ ନେଇ ଚମ୍ପଟ ମାରିଲା

ସମକକ୍ଷ : ଚାକରାଣୀ

वह सेविका जो घर पर रहकर सेवा करे।

घरवालों के विश्वास का फायदा उठाकर एक घरेलू नौकरानी सारा सामान लेकर चंपत हो गयी।
आवासीय सेविका, घरेलू नौकरानी, चाकरनी

A female domestic.

amah, housemaid, maid, maidservant