ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘନତା   ବିଶେଷ୍ୟ

ଅର୍ଥ : ଏକ ଏକକ ଆକାରର ପରିମାଣ

ଉଦାହରଣ : କଠିନବସ୍ତୁର ଘନତ୍ବ ତରଳ ପଦାର୍ଥ ଅପେକ୍ଷା ଅଧିକ

ସମକକ୍ଷ : ଘନତ୍ବ

एक इकाई आकार का परिमाण।

ठोस का घनत्व तरल की अपेक्षा अधिक होता है।
घनत्व

The amount per unit size.

denseness, density

ଅର୍ଥ : ଗାଢ଼ ହେବାର ଅବସ୍ଥା ବା ଭାବ

ଉଦାହରଣ : ଏହି ଅମ୍ଳର ସାନ୍ଦ୍ରତା ନିର୍ଣ୍ଣୟ କର

ସମକକ୍ଷ : ଗାଢ଼ତା, ପ୍ରଗାଢ଼ତା, ସାନ୍ଦ୍ରତା

सांद्र होने की अवस्था या भाव।

इस अम्ल की सांद्रता ज्ञात करो?
सांद्रता, सान्द्रता

ଅର୍ଥ : ଗାଢ଼ା ହେବାର ଅବସ୍ଥା

ଉଦାହରଣ : ପାଣି ମିଶାଇଲେ ଦହିର ବହଳତା କମିଯିବ

ସମକକ୍ଷ : ଗାଢ଼ତା, ଗାଢ଼ା ଅବସ୍ଥା, ବହଳତା

गाढ़ा होने की अवस्था या भाव।

पानी मिलाने से दही का गाढ़ापन कम हो जाएगा।
गाढ़ापन

ଅର୍ଥ : ସଘନ ହେବା ଅବସ୍ଥା କିମ୍ବା ଭାବ

ଉଦାହରଣ : ଦୃଢ଼ତାର ସଘନତା ଦ୍ରବ ଅପେକ୍ଷା ଅଧିକ

ସମକକ୍ଷ : ଅବିରଳତା, ନିବିଡ଼ତା, ସଘନତା

सघन होने की अवस्था या भाव।

ठोस की सघनता द्रव की अपेक्षा अधिक होती है।
अविरलता, घनता, घनत्व, घनापन, निविड़ता, निविरीसता, सघनता

The spatial property of being crowded together.

compactness, concentration, denseness, density, tightness