ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଣ୍ଟିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଣ୍ଟିକା   ବିଶେଷ୍ୟ

ଅର୍ଥ : ଗଳା ଭିତରେ ଝୁଲୁଥିବା ମାଂସପିଣ୍ଡ ଯାହା ଜିଭ ମୂଳ ପାଖରେ ଥାଏ

ଉଦାହରଣ : ଘଣ୍ଟିକା ବଢ଼ିଯିବା କାରଣରୁ ତାର ଖାଇବା ପିଇବାରେ ଅସୁବିଧା ହେଉଛି

ସମକକ୍ଷ : ଉପଜିହ୍ୱା

गले के अंदर लटकने वाला वह माँसपिंड जो जीभ के जड़ के पास होता है।

घाँटी बढ़ जाने के कारण उसे खाने-पीने में कठिनाई हो रही है।
अकौआ, अलिजिह्वा, कौआ, कौवा, गलशुंडी, घंटी, घाँटी, चोर-स्नायु, चोरस्नायु, लंगर, शुंडी

A small pendant fleshy lobe at the back of the soft palate.

uvula

ଅର୍ଥ : ଗଳାର ଯେଉଁ ହାଡ଼ଟି ଆଗକୁ ବାହାରି ପଡ଼ିଛି

ଉଦାହରଣ : ଗଳାର ଘଣ୍ଟିକା ପାଖ ଜାଗାଟି ବହୁତ କୋମଳ

ସମକକ୍ଷ : କଣ୍ଠମଣି, ଘଟିକା

गले की वह हड्डी जो कुछ आगे निकली रहती है।

गरदन में घंटी के पास की जगह बहुत नाज़ुक होती है।
कंठ मणि, कंठुआ, घँटी, घंटी, घेंटुआ, टेंटुआ, नटुआ

A U-shaped bone at the base of the tongue that supports the tongue muscles.

hyoid, hyoid bone, os hyoideum

ଅର୍ଥ : ଗଳାର ଯେଊଁ ନଳୀ ସାହାଯ୍ୟରେ ଖାଦ୍ୟ ପାନୀୟ ପେଟକୁ ଯାଇଥାଏ

ଉଦାହରଣ : ବେଶି ପାଟି କରିବୁତ ତଣ୍ଟି ଚିପିଦେବି

ସମକକ୍ଷ : ତଣ୍ଟି

गले की नली जिससे खाना-पानी पेट में जाता है।

बहुत चिल्लाओगे तो घेघा दबा दूँगा।
घेंघा, घेघा, घेटू, टेटुआ

The passage to the stomach and lungs. In the front part of the neck below the chin and above the collarbone.

pharynx, throat