ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଟୋତ୍କଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଟୋତ୍କଚ   ବିଶେଷ୍ୟ

ଅର୍ଥ : ହିଡ଼ିମ୍ବୀ ରାକ୍ଷସ ଗର୍ଭରୁ ଜାତ ଭୀମଙ୍କ ପୁତ୍ର

ଉଦାହରଣ : ଘଟୋତ୍କଚକୁ କର୍ଣ୍ଣ ମାରିଥିଲେ

ଅର୍ଥ : ହିଡ଼ିମ୍ବା ରାକ୍ଷସୀଠାରୁ ଜାତ ଭୀନସେନଙ୍କ ପୁଅ

ଉଦାହରଣ : ମହାଭାରତ ଯୁଦ୍ଧରେ କର୍ଣ୍ଣ ଘଟୋତ୍କଚଙ୍କୁ ପରାସ୍ତ କଲେ

भीमसेन का हिडिंबा राक्षसी से उत्पन्न पुत्र।

महाभारत के युद्ध में कर्ण ने घटोत्कच को धराशायी किया।
घटोत्कच, हैडिंब

An imaginary being of myth or fable.

mythical being