ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗ୍ରାମଦେବତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗ୍ରାମଦେବତା   ବିଶେଷ୍ୟ

ଅର୍ଥ : କୌଣସି ଗାଁରେ ପୂଜାପାଉଥିବା ଏବଂ ସେଠାକାର ରକ୍ଷକ ବୋଲି ବିଶ୍ୱାସ କରାଯାଉଥିବା ଦେବତା

ଉଦାହରଣ : ଗ୍ରାମବାସୀମାନେ ଅନବରତ ଗ୍ରାମଦେବତାଙ୍କ ପୂଜା କରନ୍ତି

किसी गाँव में पूजा जानेवाला और वहाँ का रक्षक माना जानेवाला देवता।

ग्रामवासी हमेशा ग्रामदेवता की पूजा करते रहते हैं।
ग्राम देवता, ग्रामदेवता, डीह, डीहबाबा

A deity worshipped by the Hindus.

hindu deity