ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଳମାଳିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଳମାଳିଆ   ବିଶେଷଣ

ଅର୍ଥ : ଯେଉଁଥିରେ ଗୋଳମାଳ ଥାଏ

ଉଦାହରଣ : ସେ ସର୍ବଦା ଗୋଳମାଳିଆ କାମ ହିଁ କରେ

ସମକକ୍ଷ : ଝଞ୍ଜଟିଆ, ସମସ୍ୟାଯୁକ୍ତ

जिसमें झंझट हो।

वह हमेशा झंझटिया काम ही करता है।
झंझटिया, झमेलिया

ଅର୍ଥ : ଗୋଳମାଳ ଅଥବା ଗୋଳମାଳ କରୁଥିବା ଲୋକ

ଉଦାହରଣ : ଗୋଳମାଳିଆ ଲୋକ ହିଁ ଗାଁର ଉନ୍ନତିରେ ପ୍ରତିବନ୍ଧକ ହୋଇଥାଏ

ସମକକ୍ଷ : ଗଣ୍ଡଗୋଳିଆ

अड़ंगा अथवा अड़चन डालने वाला।

अड़ंगेबाज़ लोग ही गाँव की उन्नति में बाधक हैं।
अड़ंगेबाज, अड़ंगेबाज़, अलसेटिया, अवरोधी

Intrusive in a meddling or offensive manner.

An interfering old woman.
Bustling about self-importantly making an officious nuisance of himself.
Busy about other people's business.
busy, busybodied, interfering, meddlesome, meddling, officious