ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଲାପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଲାପ   ବିଶେଷ୍ୟ

ଅର୍ଥ : ଗୋଟିଏ କଣ୍ଟାଳିଆ ବୁଦା ଗଛ ଯେଉଁଥିରେ ସୁନ୍ଦର ସୁଗନ୍ଧିତ ଫୁଲ ଫୁଟେ

ଉଦାହରଣ : ସେ ନିଜ ଘର ସାମ୍ନାରେ ଗୋଲାପ ଲଗାଇଛି

एक कँटीला पौधा जिसमें सुंदर सुगंधित फूल लगते हैं।

उसने अपने घर के सामने गुलाब लगा रखा है।
गुलाब, पाटल

Any of many shrubs of the genus Rosa that bear roses.

rose, rosebush

ଅର୍ଥ : ଗୋଟିଏ କଣ୍ଟାଳିଆ ଗଛରେ ହେଉଥିବା ଏକ ସୁନ୍ଦର, ସୁଗନ୍ଧିତ ପୁଷ୍ପ

ଉଦାହରଣ : ଫୁଲ ବଗିଚାରେ କେତେ ରଙ୍ଗର ଗୋଲାପ ଫୁଟିଛି ଗୋଲାପର ଆନନ୍ଦ ନେବାପାଇଁ କଣ୍ଟାର ସମ୍ମୁଖୀନ ହେବାକୁ ପଡ଼େ

एक सुन्दर सुगंधित पुष्प जिसका पौधा काँटेदार होता है।

पुष्पवाटिका में कई रंग के गुलाब खिले हुए हैं।
गुलाब का आनंद लेने के लिए काँटों का सामना करना ही पड़ता है।
गुल, गुलाब, पाटल, पिंडपुष्प, पिण्डपुष्प

Reproductive organ of angiosperm plants especially one having showy or colorful parts.

bloom, blossom, flower