ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଲକ ଧନ୍ଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଲକ ଧନ୍ଦା   ବିଶେଷ୍ୟ

ଅର୍ଥ : କୌଣସି ଅଡ଼ୁଆକଥା ବା ବିଶେଷତଃ ଖରାପ କାମ ଯାହାକୁ ବୁଝାଇବା ବା କରିବା କଠିନ ହୋଇଥାଏ

ଉଦାହରଣ : ମୁଁ କିଭଳି ଗୋଲକ ଧନ୍ଦାରେ ପଡ଼ିଯାଇଛି

ସମକକ୍ଷ : ସମସ୍ୟା

बहुत उलझन की कोई बात या काम जिसे समझना या करना कठिन हो, विशेषकर गलत काम।

मैं किस गोरखधंधे में फँस गया हूँ।
गोरख-धंधा, गोरख-धन्धा, गोरखधंधा, गोरखधन्धा

An intricate and confusing interpersonal or political situation.

embroilment, imbroglio

ଅର୍ଥ : ଗୋଟିଏ ଉପକରଣ ଯେଉଁଥିରେ ପରସ୍ପର ଯୋଡ଼ି ଅଲଗା କରି ନିଆ ଯାଉଥିବା କିଛି ତାର,କଡି ବା କାଠ ଟୁକୁଡା ଥାଏ

ଉଦାହରଣ : ଗୋଲକ ଧନ୍ଦାକୁ ସବୁ ଲୋକେ ବୁଝି ପାରନ୍ତି ନାହିଁ

ସମକକ୍ଷ : ଗୋରେଖ ଧଂଦା, ଗୋରେଖ ଧନ୍ଦା, ଗୋଲକ ଧଂଦା, ଜଟିଳ ପ୍ରହେଳିକା, ଜଟିଳ ବେଷ୍ଟନୀ, ବିଷମ ସମସ୍ୟା

एक खिलौने जैसा साधन जिसमें कई तार, कड़ी या काठ के टुकड़े होते हैं और जिन्हें परस्पर जोड़ने या अलग करने के लिए विशेष बुद्धिबल की आवश्यकता होती है।

गोरखधंधे को सब लोग नहीं सुलझा पाते हैं।
गोरख-धंधा, गोरख-धन्धा, गोरखधंधा, गोरखधन्धा, धंधारी