ଅର୍ଥ : ଗୋଟିଏ ଉପକରଣ ଯେଉଁଥିରେ ପରସ୍ପର ଯୋଡ଼ି ଅଲଗା କରି ନିଆ ଯାଉଥିବା କିଛି ତାର,କଡି ବା କାଠ ଟୁକୁଡା ଥାଏ
ଉଦାହରଣ :
ଗୋଲକ ଧନ୍ଦାକୁ ସବୁ ଲୋକେ ବୁଝି ପାରନ୍ତି ନାହିଁ
ସମକକ୍ଷ : ଗୋରେଖ ଧନ୍ଦା, ଗୋଲକ ଧଂଦା, ଗୋଲକ ଧନ୍ଦା, ଜଟିଳ ପ୍ରହେଳିକା, ଜଟିଳ ବେଷ୍ଟନୀ, ବିଷମ ସମସ୍ୟା