ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋରଖତେନ୍ତୁଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋରଖତେନ୍ତୁଳି   ବିଶେଷ୍ୟ

ଅର୍ଥ : ଭାରତରେ ମିଳୁଥିବା ଆଫ୍ରିକୀୟ ମୂଳର ଏକ ବଡ଼ ଗଛ

ଉଦାହରଣ : ଗୋରଖତେନ୍ତୁଳିର ଅଠା ଔଷଧ ରୂପରେ ବ୍ୟବହୃତ ହୁଏ

ସମକକ୍ଷ : ଦୀର୍ଘଦଂଡୀ, ଦୀର୍ଘଦଣ୍ଡୀ

मूलरूप से अफ्रीकी पर भारत में पाया जाने वाला एक बहुत बड़ा वृक्ष।

गोरखइमली का गोंद दवा के रूप में उपयोग होता है।
गोरख इमली, गोरखअमली, गोरखइमली, दीर्घदंडी, दीर्घदण्डी

African tree having an exceedingly thick trunk and fruit that resembles a gourd and has an edible pulp called monkey bread.

adansonia digitata, baobab, monkey-bread tree

ଅର୍ଥ : ବଡ,ଲୋମଯୁକ୍ତ,କିଛି ପରିମାଣରେ ଟାଣ,ମଞ୍ଜିଆ ଏବଂ ଶସଯୁକ୍ତ ଏକ ଫଳ

ଉଦାହରଣ : ମାଙ୍କଡ଼ଟି ଗୋରଖତେନ୍ତୁଳିକୁ ବଡ଼ ଆନନ୍ଦରେ ଖାଉଛି

बड़ा, रोएँदार, थोड़ा कड़क, बीजदार और गुदेदार एक फल।

बंदर गोरखइमली को बड़े चाव से खाते हैं।
गोरख इमली, गोरखअमली, गोरखइमली