ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋପୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋପୀ   ବିଶେଷ୍ୟ

ଅର୍ଥ : ପୁରାଣରେ ବର୍ଣ୍ଣିତ ବ୍ରଜର ଗୋପ ଜାତିର ସ୍ତ୍ରୀ

ଉଦାହରଣ : ଗୋପୀମାନେ କୃଷ୍ଣଙ୍କୁ ପ୍ରେମ କରୁଥିଲେ

ସମକକ୍ଷ : ଗଉଡ଼ୁଣୀ, ଗୋପାଂଗନା, ଗୋପାଙ୍ଗନା, ଗୋପାଳୁଣୀ, ଗୋପିକା

पुराणों में वर्णित ब्रज की गोप जाति की स्त्री।

गोपियाँ कृष्ण से प्रेम करती थीं।
गोपांगना, गोपिका, गोपिनी, गोपी

An imaginary being of myth or fable.

mythical being