ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଧୂଳିବେଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଧୂଳିବେଳା   ବିଶେଷ୍ୟ

ଅର୍ଥ : ସଂଧ୍ୟାର ଯେଉଁ ସମୟରେ ଚରାସାରି ଫେରୁଥିବା ଗୋରୁମାନଙ୍କ ଖୁରାରେ ଧୂଳି ଉଡ଼ୁଥାଏ

ଉଦାହରଣ : ସେ ଗୋଧୂଳିବେଳାରେ ଘରୁ ବାହାରି ପଡ଼ିଲା

ସମକକ୍ଷ : ଗୋଧୂଳି, ଗୋଧୂଳିଲଗ୍ନ, ଗୋଧୂଳିସମୟ

सूर्यास्त होने से पहले और बाद के तीस क्षणों के बीच का समय जब चरकर लौटती हुई गौओं के खुरों से धूल उड़ती रहती है।

फलित ज्योतिष में गोधूलि बेला को सब कार्यों के लिये बहुत शुभ माना जाता है।
गोधूलि, गोधूलि बेला, गोधूली, गोधूली बेला, गोरज, धूरसझा

The time of day immediately following sunset.

He loved the twilight.
They finished before the fall of night.
crepuscle, crepuscule, dusk, evenfall, fall, gloam, gloaming, nightfall, twilight